Thursday 9 April 2020

2 Odia poems translated from Hindi | Deepa, Tume kebe manisha heba?

ଦୀପ

ମୂଳ ହିନ୍ଦୀ- ମିହିର ରଞ୍ଜନ ପାତ୍ର
ଓଡ଼ିଆ ଅନୁବାଦ- ଡ. ମୃଣାଳ ଚାଟାର୍ଜୀ


ମୋ
ହୃଦୟରେ ଅଛି ଅନ୍ଧକାର,
ମୋ
ମନରେ ଅଛି ଅନ୍ଧକାର,
ମୋ
ପୃଥିବୀରେ ଅଛି ଅନ୍ଧକାର
ମୁଁ
ମୋ ଦୀପ
ନିଜେ ଖୋଜିବାକୁ ବାହାରିଛି
***


Mihir Ranjan Patra teaches nass communication at Guru Jambheswar University, Hissar, Haryana.

No comments:

Post a Comment