Friday, 30 June 2023

Living in the Now | Weekly Column | 30.6.23

Living in the Now | Mrinal Chatterjee | 30.6.23



Mango

 

As the rainy season sets in, the mango season in India is gets over. And that is a pity. One can get mango throughout the year, thanks to the cold storage, but they do not have the taste and aroma of the fresh mangoes.



Mangoes are considered indigenous to southern Asia, especially Myanmar and Assam state of India. Indians have been cultivating this juicy fruit in practically all regions for more than 4000 years. The Western world has savoured it only for the last 400!

 

Mangoes find mention in the Vedic and Buddhist texts and the Ashokan inscriptions and the records of foreign travellers like Hiuen Tsang.



 

The earliest name given to the mango was Amra-Phal. It is also referred to in early Vedic literature as Rasala and Sahakara, and is written about in the Brihadaranyaka Upanishad and the Puranas, which condemn the felling of mango trees.

Legend has it that the Buddha was presented with a mango grove so he could rest under the shady trees. Mangoes in fact were much a part of the ruling class and were held in high esteem since ancient times.

 

Alexander the Great arrived in India and fought the famous battle with King Porus. When it was time for him to return to Greece, It is believed that he carried the mango back to Macedonia from the court of Porus. 

 

Megasthenes and Hsiun-Tsang, the earliest writer-travellers to ancient India, wrote about how the ancient Indian kings, notably the Mauryas, planted mango trees along roadsides and highways as a symbol of prosperity.

 

In the medieval period, Alauddin Khilji was the first patron of the mango and his feast in Sivama Fort was a real mango extravaganza with nothing but mangoes in different forms on the lavish menu. Next came the Mughal Emperors, whose fondness for the mango is legendary. The obsessive love for mango was, in fact, the only legacy that flowed untouched from one generation to another in the Mughal dynasty.

 

It is interesting to note the vivid and extraordinarily detailed picture of the mango found in Mughal testimonies. The Baburnama, considered the first autobiography in Muslim literature written by the Mughal emperor, Zahiruddin Muhammad Babur presents a thorough narrative of the fruit. Emperor Jahangir in his memoirs the Tuzuk-i-Jahangiri says about the mango, “Of all fruits I am very fond of mangoes.

 

The Mughals relished their favourite addiction, with Jahangir and Shah Jahan awarding their khansamahs for their unique creations like Aam Panna, Aamka Lauz  and Aam Ka Meetha Pulao, a delicate mango dessert sold all through the summer in Shahjahanabad.

 

There are beautiful Mughal miniature paintings that dwell exclusively on the mango fruit. These paintings display lush green mango trees laden with mangoes on which are perched birds while a peacock and a peahen stroll leisurely beneath.

 

 

The Peshwa of the Marathas, Raghunath Peshwa, planted 10 million mango trees as a sign of Maratha supremacy. Folklore has it that it was a fruit from these trees that eventually turned into the famous Alphonso, arguably the king of mangoes. The variety’s name is derived from Alfonso de Albuquerque, an outstanding military figure. It is also called ‘hapoos’. 

Kesari from Gujarat, Dashehari from Lucknow, Chausa from Uttar Pradesh, Badami from Karnataka, Langra from Varanasi, Himsagar from West Bengal, Amrapalli from Odisha are some of the most popular varieties of mangos in India.

As the mango season ends, I am looking forward to the next summer- just for the juicy mangoes. I found a couplet in Hindi on internet expressing the exact feeling:

Aam se hame itna pyar hai

Garmi jaldi aa jaye, intejar hai.

I love the mango so much

That I wish the summer to come early.

++



https://www.odisha.plus/2023/06/mango/?fbclid=IwAR3wnDNhgHM2pgnJwh5p1FOdcFsGnCj9mfu4s3NRAE8C91LrH2t1nWBJJGo


Tuesday, 27 June 2023

BAHIKATHA. Fortnightly Column in Odia on Books | 28.6.23


 

ବହିକଥା ।ା ମୃଣାଳ ଚାଟାର୍ଜୀ ୨୮..୨୩

ସାହିତ୍ୟ, ସଂସ୍କୃତି ସମାଜର କଥା

ବହି: ସାହିତ୍ୟରେ ସଂସ୍କୃତିର ସଂକେତ

ଲେଖକ: ଇଂ ମୁରଲୀଧର ହୋତା

ପ୍ରକାଶକ: ନିଶବ୍ଦ, ଡିଭାଇନ ନଗର, କଟକ

ପ୍ରଥମ ସଂସ୍କରଣ: ୨୦୨୩, ମୂଲ୍ୟ: ୨୦୦ ଟଙ୍କା

ଇଂ ମୁରଲୀଧର ହୋତା ପ୍ରାୟ ଏକଦଶରୁ ଉର୍ଦ୍ଧ୍ୱକାଳଧରି ବିଭିନ୍ନ  ସମ୍ବାଦପତ୍ରରେ ପ୍ରବନ୍ଧମାନ ଲେଖି ଆସୁଛନ୍ତି ସାହିତ୍ୟରେ ସଂସ୍କୃତିର ସଂକେତତାଙ୍କର ପଞ୍ଚମ ପ୍ରବନ୍ଧ ପୁସ୍ତକ ଏଥିରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ଧରିତ୍ରୀ ଏବଂ ଅନ୍ୟାନ୍ୟ ସମ୍ବାଦପତ୍ର ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି

            ଇଂ ମୁରଲୀଧର ହୋତା ବିଭିନ୍ନ ବିଷୟରେ ପ୍ରବନ୍ଧ ଲେଖନ୍ତି ତେବେ ସାହିତ୍ୟ, ସଂସ୍କୃତି ଏବଂ ସମାଜ ତାଙ୍କର ପ୍ରିୟ ବିଷୟ

            ସାହିତ୍ୟରେ ସଂସ୍କୃତିର ସଂକେତବହିଟିରେ ମୋଟ ୨୭ଟି ପ୍ରବନ୍ଧ ରହିଛି ସମସ୍ତ ପ୍ରବନ୍ଧରେ ଲେଖକ ଚେତନା ଏବଂ ଚେତନାର ଉତ୍ତରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସାହିତ୍ୟକୁ କେବଳ ମନୋରଂଜନ ଭାବରେ ନେଇ ସାହିତ୍ୟ ମାଧ୍ୟମରେ ଚେତନାର ଏବଂ ସଂସ୍କୃତିର ଉତ୍ତରଣର ଆବଶ୍ୟକତାକୁ ସେ ରେଖାଙ୍କିତ କରିଛନ୍ତି

            ତେବେ ଉତ୍ତରଣ ବସ୍ତୁବାଦୀ ନୁହଁ ବରଂ ଆଧ୍ୟାତ୍ମିକ  କ୍ଷେତ୍ରରେ ହେବା ଦରକାର ବୋଲି ସେ ବହୁ ନିବନ୍ଧରେ ଉଲ୍ଲେଖ କରିଛନ୍ତି ତାଙ୍କ ସୃଷ୍ଟିର ଦିଗବଳୟ ଭିତରେ ଇତିହାସ, ବିଜ୍ଞାନ, ସାହିତ୍ୟ, ସଂସ୍କୃତି, ଧର୍ମ,  ପୁରାଣ.ସମାଜତତ୍ତ୍ୱ, ରାଜନୀତି, ନୀତିଶାସ୍ତ୍ର, ଦର୍ଶନ ଶାସ୍ତ୍ର ଇତ୍ୟାଦି ଅନେକ ବିଦ୍ୟା ପଶି ଆସିଛି ବିଭିନ୍ନ ବିଷୟରୁ ତଥ୍ୟ ତତ୍ତ୍ୱମାନ ନେଇ ତାଙ୍କ ପ୍ରବନ୍ଧ ରୁଦ୍ଧିମନ୍ତ ହୋଇଛି

            ଏଠି ତାଙ୍କର କେତୋଟି ପ୍ରବନ୍ଧର ଶିରୋନାମା ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ ସେଥିରୁ ତାଙଖ୍ ପ୍ରବନ୍ଧର ବିଷୟ ବିସ୍ତାର ସମ୍ପର୍କରେ ଆନ୍ଦାଜ କରିହେବ ମୁଁ ମହାଭାରତର ମହାନାୟିକା କହୁଛି’, ‘ଗଣତନ୍ତ୍ର ଭାରତୀୟ ରାଷ୍ଟ୍ରବୋଧ’, ‘ଆମ ଧର୍ମ, ସଂସ୍କୃତ. ବିଜ୍ଞାନ’, ‘ସନାତନ ଧର୍ମରେ ନାରୀ’, ‘ଦୈହିକ ପ୍ରେମ’,  ବିବାହ ବିବାହ ବିଛେଦ’, ‘ସାହିତ୍ୟ ସମାଜ’, ଇତ୍ୟାଦି ପରିବେଶକୁ ନେଇ ମଧ୍ୟ କେତେଗୁଡିଏ ନିବନ୍ଧ ରହିଛି ଉଦାହରଣ: ‘ପ୍ରଦୂଷିତା ନଦୀ ମାତୃକା କେତେକ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ମଧ୍ୟ ଲେଖା ରହିଛି,  ଯେମିତିପାଇକ ଗୁରୁ ଦୈତାରି ମହାରଣା’, ‘ଅପରୂପା ବୀରାଙ୍ଗନା ମହାରାଣୀ ପଦ୍ମିନୀ

            ଇଂ ମୁରଲୀଧର ହୋତାଙ୍କ ପ୍ରବନ୍ଧରେ ଦୁଇଟି କଥା  ଲକ୍ଷ୍ୟଣୀୟ ଗୋଟିଏ ହେଲା: ଉଦ୍ଦେଶ୍ୟ   ସାମଗ୍ରିକ ଭାବେ ତାଙ୍କର ଅଧିକାଂଶ ପ୍ରବନ୍ଧର ଲକ୍ଷ୍ୟ: ଚେତନାର ଉତ୍ତରଣ ତେବେଚେତନା ଉତ୍ତରଣର ମାର୍ଗ’, ‘ଭାରତୀୟ ସଂସ୍କୃତିରେ ଜଗତକଲ୍ୟାଣ ଚିନ୍ତନଆଦି ପ୍ରବନ୍ଧରେ ବିଷୟରେ ତାଙ୍କ ଅନୁଶୀଳନର ସ୍ପଷ୍ଟ ଚିତ୍ର ମିଳେ

            ତାଙ୍କ ପ୍ରବନ୍ଧର ଦ୍ୱିତୀୟ ଲକ୍ଷ୍ୟଣୀୟ ବିଷୟଟି ହେଲା:  ସାବଲୀଳ ଶୈଳୀ

             ଦୂଷିତା ନଦୀମାତୃକା’ ର ଶେଷ ପାରାଗ୍ରାଫଟି ମୁଁ ଏଠାରେ ଉଦ୍ଧାର କରୁଛି

 ...“ଶେଷରେ ଅପପୃଷ୍ଟି କାରଣରୁ ଯଦି ପରିବାରରେ ମା ମୃତ୍ୟୁ ଘଟେ ତେବେ ପିଲାମାନଙ୍କ ଜୀବନରେ ଯେଉଁ ଭୟଙ୍କର କଳା ବାଦଲ ଘୋଟି ଆସିବ ତାକୁ ପ୍ରତିହତ କରିବାରେ ମାତୃହୀନ ପରିବାରଟି ଅସମର୍ଥ ହେବାଭଳି ନଦୀ ମାତୃକାଙ୍କୁ ପ୍ରଦୂଷିତ କରି ଆମେ ଯେଉଁ ତାଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛୁ ସେଥିରୁ ରକ୍ଷା ପାଇବାର ବିକଳ୍ପ ବ୍ୟବସ୍ଥା ଆମ ପାଖରେ ଅଛି ?” ପ୍ରଶ୍ନ ଆଜି କେବଳ ପରିବେଶ ପ୍ରେମୀଙ୍କର ନୁହେଁ, ପ୍ରଶ୍ନ ସମସ୍ତଙ୍କର

            ସେମିତିଯୋଗ୍ୟ ସ୍ୱାମୀ ଅଯୋଗ୍ୟ ସ୍ୱାମୀପ୍ରବନ୍ଧରେ ସେ ଯୋଗ୍ୟ ସ୍ୱାମୀଟିଏ ହେବାପାଇଁ ଆବଶ୍ୟକ ତାହା ଅତ୍ୟନ୍ତ ମାର୍ମିକ ଭାବରେ ଲେଖିଛନ୍ତି

... “ସ୍ୱାମୀ ହେଉଛି ପରିବାରର ମେରି ମାରିଖୁଣ୍ଟି ବା କେନ୍ଦ୍ର ତାକୁ କେନ୍ଦ୍ରକରି ପରିବାରର ସମସ୍ତେ ଘୁରିଥାନ୍ତି କେନ୍ଦ୍ର ଟାଣ ନହେଲେ ଦୋହଲିଗଲେ ପରିବାରଟି ଭୂଷୁଡି ପଡେ  ବା ବିପର୍ଯ୍ୟସ୍ତ ହୋଇଯାଏ ଗାଁ ସହରର ଅଶିକ୍ଷିତ ଆର୍ଥିକ ଦୁର୍ବଳଶ୍ରେଣୀର ପରିବାରରେ ଏହା ଘଟୁଛି ତେବେ ଏଭଳି ଅବସ୍ଥା ଶିକ୍ଷିତ ଆର୍ଥିକ ସବଳ ଶ୍ରେଣୀରେ ବି କମ୍ହେଉନାହିଁ

            ଜାତିପ୍ରଥାର ଉଦ୍ରେକ ତା ଭୟାବହତାପ୍ରବନ୍ଧରେ ସେ ଜାତିପ୍ରଥା ଆମକୁ କେମିତି ପୀଡା ଦେଉଛି ସେ ସମ୍ପର୍କରେ ଲେଖିଛନ୍ତି ଦୁର୍ନୀତିର ପ୍ରଛଦପଟରେ ବାତାବରଣର ଭୂମିକାପ୍ରବନ୍ଧରେ ସେ ଦୁର୍ନୀତି ପାଇଁ ସାମାଜିକ ବ୍ୟବସ୍ଥା କେମିତି ଦାୟି, ବାତାବରଣ କେମିତି ଦାୟୀ ତାକୁ ବିଭିନ୍ନ କାହାଣୀ ମାଧ୍ୟମରେ ରେଖାଙ୍କିତ କରିବାର ଚେଷ୍ଟା କରିଛନ୍ତି

            ବହିଟିରେ ଯେଉଁ ପ୍ରବନ୍ଧ ଗୁଡିକ ସଂକଳିତ ହୋଇ ରହିଛି ତାହା ବେଶ୍ସୁଖପାଠ୍ୟ ଆପଣମାନେ ଏହାକୁ ପଢ଼ି ପାରନ୍ତି ସମାଜର ସ୍ଥିତି ଏବଂ ଭବିଷ୍ୟତ ସମ୍ପର୍କରେ କିଛି ଚିନ୍ତାର ଖୋରାକ ଏଥିରୁ  ମିଳିବ

+++