Samaja 31.12.2020 |
Wednesday, 30 December 2020
Tuesday, 29 December 2020
Monday, 28 December 2020
Weekly English Column | Window Seat 27.12.2020
Window Seat | Mrinal Chatterjee | 27.12.2020
Bye 2020
The year 2020 has been a year, we would like to erase from our memory.
But ironically this is one year which will remain in public memory for ages.
Cartoon by Mrityunjay |
Never before in our living memory, we faced such a pandemic which
triggered a world-wide health crisis inflicting untold misery to millions. In
India the harsh lock-down imposed to ensure that people stay indoors to curb
the spread of virus impacted tens of thousands of migrant labourer. It triggered
the worst mass migration after the independence. Economy, already sliding
downwards even before the pandemic arrived in India nose dived. With schools
and colleges closed, millions of children, especially from disadvantaged class-
remained without formal education. Online teaching and learning became the new
normal. Coming to the ‘new normal’, a
word coined in 2007 in relation to the financial crisis, which became familiar
during pandemic- wearing mask became the new normal. Photographs of brides and
grooms getting married both wearing masks appeared quite frequently in
newspapers. The big fat Indian wedding saw a drastic slimming down. The
temples, mosques, churches and gurudwaras remained closed. Hospitals worked
overtime.
Along with the pandemic, the death of film star Sushant Singh Rajput, drug menace in Bollywood, Kangna
Ranawat and Arnab Goswami vrs Maharastra Government episodes and laws relating
to ‘love jihad’ hogged the headlines.
Several policies including New Education Policy were announced.
The year-end saw one of the biggest farmer agitations in independent
India. And a new strain of Corona virus was detected in Great Britain.
Hopefully the new year will bring some much needed good news.
Clean India
Visiting
the Banaras Hindu University on February 4, 1916, Mahatma Gandhi in his address
said: “I visited the Vishvanath temple last evening. If a stranger dropped from
above on to this great temple, would he not be justified in condemning us? Is
it right that the lanes of our sacred temples should be as dirty as they are?
If even our temples are not models of cleanliness, what can our self-
government be? We do not know elementary laws of cleanliness. We spit
everywhere. The result is indescribable filth.”
After 104 years and 11 months the situation has remained more or less
the same. The “Economic Times”
recently published a story headlined “India alarmingly filthy even by standards
of poor countries”. Nobody living in India except some well kept pockets and
states like Sikkim in India, can deny it. Most of our lakes and rivers are
severely poisoned with urban and chemical effluents. The air in most of the
cities, particularly in North India is polluted well beyond the severe level
prescribed. Men can be seen all over the country peeing on walls or into the
air. It is almost impossible to find any pavements in our towns and cities, and
when there are some, they are strewn with trash and wet with urine.
It is now quite apparent that six years after the Prime Minister
announced the Swachch Bharat Abhiyan with much fanfare, and hundreds of crores
spent, it is apparent that we cannot
clean up the rotting trash that has become so common on our streets all over
the country.
The Prime Minister must be lauded for flagging this as a
priority. His ambitions were huge. Besides promising millions of public
toilets, he also promised to build one hundred smart cities with 24X7 drinking
water, zero garbage disposal and total solid waste management with full-scale
drainage and sewerage systems.
Though smart cities did not materialise, many public toilets
were built. But most of the toilets remained unusable, because nobody
maintained it.
As
senior journalist and social analyst said, “We now have a highly centralized
system more suitable to governing India than serving India. The structure of
our public administration with its preponderance at the national and state
capitals and with a tiny fraction left to interface with citizens at a local
level, and even these not being answerable to citizens is at the root of our
inability to transform this country.”
No
rural area in India has any worthwhile local government. For that matter nor
does any city or town in India have a truly independent municipal
administration autonomous of the state governments. It is as if the common
people have lost control over their lives and are now victims of the whims and
fancies of distant masters. We must think why the government fails to deliver
services in India. Only then a real Swachh Bharat could be made.
How Social Media is changing language and literature?
Every medium and communication technology impacts language and it in turn
impacts literature. Telegraph invented in 1792 changed the way news used to be
written. Telephone invented in 1890 changed the way we used to converse. Radio
(invented in 1891) and television (invented in 1920s) have had profound impact
on the way we engage with language and this in turn impacted language.
Social media which came in popular use in 1990s and in about twenty
years had half of the world population as active users, also have the same effect.
It gave rise to a mixed language which also included emoticons. The language purists are not happy about it.
They rue the loss of the sanctity of the language and grammar. It introduced
new vocabulary and altered the use of several words and expressions. It
increased the speed and volume of communications. It created new forms of
literature. However, the long and languid pace of literature has been the
causality.
Tailpiece: Benevolent Ghosts
A donkey was tied to a tree. One night a ghost cut the rope and released the donkey.
The donkey went and destroyed the crops in a farmer's land. Infuriated, the farmer's wife shot the donkey and killed it.
The donkey's owner was devastated at the loss. In reply, he shot dead the farmer's wife.
Angered by his wife's death, the farmer took a sickle and killed the donkey's owner.
The wife of the donkey's owner got so angry that she and her sons set the farmer's house on fire.
The farmer, looking at his house turned into ashes, went ahead and killed both the wife and children of that donkey's owner.
Finally, when the farmer was full of regret, he asked the ghost as to why did it kill them all?
The ghost replied, "I killed nobody. I just released a donkey that was tied to a rope. It is all of you who released the devil within you which resulted into everything bad that happened."
Today a section of the media has become like the ghost. It keeps releasing donkeys on a daily basis. And people react and argue with each other, hurt each other, without even having a second thought.
In the end, the media dodges all responsibilities. So, it's our responsibility to not to react on every donkey released by media and preserve our relationship with our friends and relatives.
(Source: A WhatsApp forward)
***
Journalist
turned media academician Mrinal Chatterjee lives in Dhenkanal, Odisha. Odia
translation of an anthology of essays titled Mahatma Gandhi: Journalist and
Editor, originally published in English is releasing in early January 2021.
mrinalchatterjeeiimc@gmail.com
***
Monday, 14 December 2020
Saturday, 12 December 2020
Weekly column in Odia | Pathe Prantare 13.12.2020
ପଥେ ପ୍ରାନ୍ତରେ । ମୃଣାଳ ।
13.12.2020
କରୋନା ଟୀକା
ଯଦି ଆଖପାଖରେ କେହି ନାହାନ୍ତି, ଆଉ ଆପଣ ମୃଦୁ ମୃଦୁ ହସୁଛନ୍ତି- ତାହେଲେ ହୁଏତ ଆପଣ ପାଗଳ କିମ୍ବା ସତରେ ବହୁତ ଖୁସି ଅଛନ୍ତି ।
…
ଆଉ ବର୍ତ୍ତମାନ ସମୟରେ ଏ ଦୁଇଟା ଭିତରେ ବେଶି ଫରକ ନାହିଁ ।
କରୋନାର ଟୀକା ଏବେ ଆସିବ ଆସିବ ହେଲାଣି । ବେଶ କିଛି କମ୍ପାନି ଏ ଦିଗରେ ଉଳ୍ଲେଖନୀୟ ସଫଳତା ହାସଲ କରି ସାରିଲେଣି ବୋଲି ଗଣମାଧ୍ୟମରେ ଖବର ବାହାରିଲାଣି । ତେବେ ଏ ଖବର ଗଲା ଛ ମାସ ଧରି ମଝିରେ ମଝିରେ ବାହାରୁଛି । wପ୍ରତିଥର ଆମେ ଉତ୍ସାହିତ ହେଉଛୁ- ପୁଣି କେଇଦିନ ପରେ ବାହାରୁଛି- ଏଯାଏଁ ଅମକ ପରୀକ୍ଷାଟା ହୋଇନି । ସମକଟା ବାକି ରହିଯାଇଛି । ଆଉ କିଛି ଦିନ ଲାଗିବ ।
ଦିଟା ମୁଷା କଥା ହେଉଥିଲେ । ଗୋଟେ ମୁଷା ଆରଟିକୁ କହିଲା: ଆରେ କରୋନା ଟୀକା ନେଲୁଣି?
ଆର ମୁଷାଟି କହିଲା: ରହ । ମଣିଷ ଉପରେ ଆଗେ ପରୀକ୍ଷା ସରୁ । ତାପରେ ନେବି ।
ତ ଏବକୁ ଆମେରିକାରେ ଗୋଟେ କମ୍ପାନିର ଟୀକାକୁ ଲୋକାମାନଙ୍କୁ ଦିଆଯିବା ପାଇଁ ସରକାରୀ ସ୍ୱୀକୃତି ଦିଆଯାଇଛି ବୋଲି ଖବର ବାହାରିଲାଣି । ଏହା ପୂର୍ବରୁ ରୁଷିଆରେ ତିଆରି ସ୍ପୁଟ୍ନିକ ଟୀକାକୁ ସେଠିକାର ଅନେକ ଲୋକ ନେଲେ ବୋଲି ଖବର ବାହାରିଥିଲା । ହେଲେ ସେ କଥାକୁ ଆମେ ଦେଶରେ ବେଶି କେହି ବିଶ୍ୱାସ କଲେନି । ଏସବୁ ମାମଲାରେ କାହିଁକି କେଜାଣି ଚୀନ ଆଉ ରୁଷିଆକୁ ବେଶି ଲୋକ ବିଶ୍ୱାସ କରନ୍ତିନି ।
ତେବେ ଆମେରିକାରେ ଗୋଟେ କମ୍ପାନିର ଟୀକା ଦିଆଯିବାକୁ ସମ୍ମତି ଦେବା ପରେ ଲୋକଙ୍କ ମନରେ ଆଶା ଉଜାଗର ହୋଇଛି- ଓହୋ ଟୀକା ଆସିଗଲା । ଏବେ କରୋନାରୁ ମୁକ୍ତି ମିଳିଯିବ ।
ଆମ ନବଘନ ହେଲା ଓଲଟା ବାଗିଆ ଲୋକ । ସମସ୍ତେ ଯାହା ଭାବୁଥିବେ- ସେ ତାଠୁଁ ଅଲଗା କଥା ଭାବେ । ପ୍ରଚଳିତ ଧାରାର ବିପରୀତରେ ଚାଲିବା ହେଲା ତାର ଅଭ୍ୟାସ । ୱାନ-େୱ ରାସ୍ତାରେ ବି ସେ ଓଲଟା ବାଟେ ଚାଲେ । କେତେଥର ଟ୍ରାଫିକ୍ ପୋଲିସ ଏଥିପାଇଁ ତାକୁ ଧରି ଫାଇନ୍ କରିଛନ୍ତି । ହେଲେ ନବଘନ ସୁଧୁରିନି ।
କରୋନା ଟୀକା ମାମଲାରେ ସେ କହିଲାଦେଖ ଗୋଟେ କମ୍ପାନି କହୁଛି ଆମ ଟୀକା ୯୪ ଶତାଂଶ ଇଫେକ୍ଟିଭ । ଆଉ ଗୋଟେ କମ୍ପାନି କହୁଛି ଆମ ଟୀକା ୯୫ ଶତାଂଶ ଇଫେକ୍ଟିଭ । ପରିସଂଖ୍ୟାନ କହୁଛି- ଭାରତରେ କରୋନା-ସଂକ୍ରମଣର ହାର ହେଲା ୯୩.୫ ଶତାଂଶ । ଅର୍ଥାତ୍ ଟୀକା ନ ନେଇ ବି ଶହେରେ ୯୩.୫ ଲୋକ ମାନେ ଦୁଇଶହରେ ୧୮୭ ଲୋକଙ୍କୁ କରୋନା ହେଉନି । ଆଉ ଟୀକା ନେଲେ ଦୁଇଶହରେ ୧୮୮ ଲୋକଙ୍କୁ କରୋନା ହେବ ନାହିଁ । ତେବେ ଏତେ ଟଂକା ଖର୍ଚ୍ଚ କରି, ଏତେ ଝାମେଲା କରି ଟୀକା ଦେବାର ଆଉ ଆମେ ତାକୁ ନେବାର ଦରକାର କଣ?
ନବଘନ କଥା ଛାଡ଼ନ୍ତୁ । ସେ ଲୋକଟାଇ ଏମିତି । ସେ ଯେଉଁ କଥା କହୁଛି- ସରକାର କଣ ସେ କଥା ଜାଣନ୍ତି ନି? ସରକାର ତେବେ କାହିଁକି ଏତେ ହଜାର କୋଟି ଟଂକା ଖର୍ଚ୍ଚ କରି ଏତେ ବ୍ୟବସ୍ଥା କରି (୧୩୦ କୋଟି ଲୋକଙ୍କୁ ଟୀକା ଦେବାର ବ୍ୟବସ୍ଥା କରିବା କଣ ସହଜ କଥା!) ଲୋକଙ୍କୁ ଟୀକା ଦେବାର ବ୍ୟବସ୍ଥା କରୁଛନ୍ତି?
ଏ ପ୍ରଶ୍ନର ଉତ୍ତରରେ ନବଘନ କହିଲା- ଆବେ ତୋ ପ୍ରଶ୍ନରେ ଉତ୍ତର ଲୁଚିରହିଛି । ଟୀକାର ଇକୋନମିକ୍ସ୍ଟା ବୁଝ । ଗୋଟିଏ ପାନ ଟୀକାର ଦାମ ଯଦି ୧୦୦୦ ଟଂକା ହୁଏ- ତେବେ ୧୩୦ କୋଟି ଟୀକାର ଦାମ କେତେ? ତାକୁ ଦେବା ପାଇଁ ସିରିଂଜର ଦାମ କେତେ? ଏତିକି ଟଂକା ଯେତେବେଳେ ଖର୍ଚ୍ଚ ହେବ- ସେତେବେଳେ ... ବାକି କଥା ତୁ ନିଜେ ବୁଝିନେ ।
ମୁଁ ନବଘନ କଥାକୁ ଜମା ପାସଙ୍ଗରେ ପକେଇଲିନି । ତା ଭଳି ସଜ ମାଛରେ ପୋକ ପକେଇବା ଲୋକ ଆଜିକାଲି ବହୁତ ବାହାରିହେଲଣି ଦୁନିଆରେ । ଆମେ ବରଂ ସକାରାତ୍ମକ ଦିଗଟିକୁ ଦେଖିବା । କରୋନା ଟୀକା ବାହାରିଗଲେ ଆମେ ସମସ୍ତେ ଟୀକା ନେଇ ବେଫିକର ହୋଇଯିବା । ବହୁତ ଦିନ ହୋଇଗଲା, କରୋନାକୁ ଡରି ମୁଖା ପିନ୍ଧି ଘର କୋଣରେ ବସିଲେଣି । ସାବୁନରେ ହାତ ଧୋଇ ଧୋଇ ହାତର ରେଖାଗୁଡ଼ାକ ବି ଘୋରି ହୋଇଯିବାକୁ ବସିଲାଣି ।
ହେଲେ ଆଉ ଗୋଟେ କଥା ମୋ ମନକୁ ଟିକେ ରୁଗୁ ରୁଗୁ କରି ପକଉଛି । ତାହା ହେଲା ଏତେ ଟୀକା ଏତେ ଲୋକକୁ ଠିକ୍ ଠାକ୍ ଭାବେ ଆମେ ଦେଇପାରିବାତ! ମୋତେ ଆଗ ଦିଅ, ମୋ ପରିବାରକୁ ଆଗେ ଦିଅ- ଏମିତି ଠେଲାପେଲାରେ ବିଭ୍ରାଟ ହେବନିତ! ଆମ ସ୍ୱାସ୍ଥ୍ୟସେବାର ଯାହା ଅବସ୍ଥା ଆଉ ତୃଣମୂଳ ସ୍ତରର ପ୍ରଶାସନର ଯାହା ବ୍ୟବସ୍ଥା ଯାହା ସେଥିରେ ଏତେ ଲୋକଙ୍କୁ ଠିକ୍ଠାକ୍ ଭାବେ ଟୀକା ଦେଇ ହେବତ!
ଏସବୁ ପ୍ରଶ୍ନରେ ମୋ ମୁଣ୍ଡଟା ଗୋଳମାଳ ହୋଇଗଲା । ତେଣୁ ମୁଁ ଟିଭିରେ ଗୋଟେ ଧାର୍ମିକ ସିରିଆଲ୍ ଦେଖିବାକୁ ଲାଗିଲି । ସେଠି ବି ଦେଖିଲି ଫ୍ୟାମିଲି ଭିତରେ ସମ୍ପତ୍ତିକୁ ନେଇ ଭାରି ବିଭ୍ରାଟ୍ ଲାଗିଛି । ସେଠୁ ନିଉଜ୍ ଚ୍ୟାନେଲ୍ ଦେଖିଲି । ସେଠି ଦେଖିଲି ଛ ଜଣ ଲୋକ ନିଜ ଭିତରେ ଧୁମ୍ ଝଗଡ଼ା କରୁଛନ୍ତି ।
ମୁଁ ଏବେ କଣ କରେ!
ଅମଲା-ବିଧାୟକ ରହସ୍ୟ
ଆମ ସମୟର ଜଣାଶୁଣା କବି ଶଂକର ପରିଡ଼ା ଲେଖିଲେ:
ଶାସନରେ ପାଣିଗ୍ରାହୀ
ପ୍ରଶାସନେ ପାଠକ
ଚଉଠ ଶତାବ୍ଦୀ ଧରି ଚାଲୁଛି ଓ
ଚାଲୁଥିବ ଏବଂବିଧ ନାଟକ ।
ଶଂକର ବାବୁ କେଉଁ ପାଣିଗ୍ରାହୀ ଆଉ କେଉଁ ପାଠକଙ୍କ କଥା କହୁଛନ୍ତି-
ତାହା ଯଦି କୌଣସି ପାଠକ ବୁଝି ପାରୁନଥିବେ- ତେବେ ସେ ନିଶ୍ଚୟ ସନ୍ଥ ସନ୍ନ୍ୟାସୀ ଟାଇପ୍ ଲୋକ ହୋଇଥିବେ
। ତାଙ୍କ ପାଦତଳେ ମୋର ଭୂମିଷ୍ଠ ପ୍ରଣାମ ଆଉ ଗୋଟିଏ ଛୋଟିଏ ବାର୍ତ୍ତା:
ଯଦି ଆପଣ ଖାଇଲେ କିଛି ସ୍ୱାଦ ପାଉନାହାନ୍ତି ବା ଶୁଂଘିଲେ
କିଛି ଗନ୍ଧ ବାରି ପାରୁନାହାନ୍ତି- ତେବେ ତାହା କରୋନା ସଂକ୍ରମଣର ଲକ୍ଷଣ ହୋଇପାରେ । ଯଦି ଆପଣଙ୍କ
ସାଧାରଣ ଜ୍ଞାନ ଲୋପ ପାଇଯାଇଛି- ତେବେ ତାହା କରୋନା ସଂକ୍ରମଣର ଲକ୍ଷଣ ନୁହେଁ ।
ପାଣିଗ୍ରାହୀ-ପାଠକ (ବାପ-ପୁଅ ଯୋଡ଼ି) ଯୋଡ଼ିକୁ ଆପଣ ସକାରାତ୍ମକ
ଭାବେ ବି ଦେଖିପାରନ୍ତି । ଏକତାର କେତେ ଶକ୍ତି ତାହା ଏ ଯୋଡ଼ି ସାରା ଭାରତକୁ ଦେଖାଇଛି । ଭାବି ଦେଖନ୍ତୁ
କେବଳ ପାଣିଗ୍ରାହୀ ବା କେବଳ ପାଠକ କଣ ଏତେ ଟଂକା ଠୁଳ କରିପାରିଥାନ୍ତେ! ସେମାନେ ଏକାଠି ମିଶିଲେ
ବୋଲି ଏତେ ବିଭିନ୍ନ ପ୍ରକାରର ଅର୍ଥ ଉପାର୍ଜନ ଯୋଜନା ମୁଣ୍ଡକୁ ଆସିଲା, ସମସ୍ତେ ନିଜ ନିଜ ଭୂମିକା
ଠିକ୍ ଠାକ୍ ନିର୍ବାହ କଲେ ବୋଲି ଏବେ କୋଟି ଟଂକା ଠୁଳ ହୋଇପାରିଲା । ବିଧାୟକ-ଅମଲା ଐକ୍ୟ ଜିନ୍ଦାବାଦ
।
କରୋନା ଶବ୍ଦାବଳି
କରେନାର ଇଫେକଫ୍ ବା ପ୍ରଭାବ କଣ ହେଉଛି ତାହା ତ ଆପଣମାନେ
ଗଣମାଧ୍ୟମରୁ ଜାଣୁଥିବେ । ଗୋଟେ କଥା ହୋଇଛି: କରୋନା କାଳରେ ଆମେ ବହୁତ ନୂଆ ନୂଆ ଶବ୍ଦ ଶିଖୁଛେ ।
ସେ ସବୁ ଶବ୍ଦ ପରବର୍ତ୍ତୀ ସମୟରେ ଖୁବ ବ୍ୟବହାର ହେବ ।
ପ୍ରଥମେ ତ ପିଲାପିଲିଙ୍କ ନାଁରେ ବ୍ୟବହାର ହେବ । କରୋନା-କାଳରେ
ଯେଉଁ ପିଲାସବୁ ଜନ୍ମ ହେବେ, ବାପାମାମାନେ କରୋନା-ରିଲେଟେଡ୍ ନାଁ ସବୁ ଦେବେ । କରୋନା କର । କୋଭିଡ୍
ଭୁୟାଁ । ଲକ୍-ଡାଉନ୍ ଦଳେଇ । କାହା ନାଁ ହେବ ଆତ୍ମନିର୍ଭର ମହାପାତ୍ର ।
ସାଧାରଣ କଥାବାର୍ତ୍ତା ବେଳେ କରୋନାର ଶବ୍ଦସବୁ ଖୁବ ବ୍ୟବହାର
ହେବ । ଗୋଟେ ଉଦାହରଣ ଦିଏ । ଏଟାକୁ ମୁଁ ସାମାଜିକ ଗଣମାଧ୍ୟମରୁ ପାଇଛି । ମା ପିଲାକୁ ତୋତେ ଘର ଭିତରେ
ବନ୍ଦ କରି ରଖିଦେବି କହିବା ବଦଳରେ କହିବେ: ତୋତେ କ୍ୱାରେଣ୍ଟାଇନ୍ କରି ରଖିଦେବି । ପୁଅ କହିବ ବାପାଙ୍କୁ
ଦେଖ ବାବା ମୋ ପରୀକ୍ଷା ରେଜଲଫ୍ ଦେଖିବା ପୂର୍ବରୁ କହିଦେଉଛି- ସୋସିଆଲ୍ ଡିସ୍ଟାନ୍ସିଂ ମେନ୍ଟେନ୍
କରିବ । ଘରକୁ ଅତିଥିଙ୍କୁ ଖାଇବା ପାଇଁ ଡାକିବା ବେଳେ କହିବେ: ଆସନ୍ତୁ ଆଜ୍ଞା, ଖାଇବା ବଢ଼ା ହେଲାଣି
। ହାତ ସାନିଟାଇଜ୍ କରି ନିଅନ୍ତୁ ।
ପାଞ୍ଚଧାଡ଼ିଆ ପ୍ରେମଗଳ୍ପ
ସେ ଗୋଟେ କଲମ ଦେଲା ଆଉ କହିଲା, ଏଇ କଲମରେ କାହାଣୀ ଲେଖିବ ।
ଏହା ଭିତରେ ବହୁତ ବର୍ଷ ବିତିଯାଇଛି ।
କଲମଟି ଏଯାଏଁ ଅଛି ।
କାହାଣୀ ଲେଖାଯାଇପାରିନି ।
ସବୁ କଲମରେ କଣ କାହାଣୀ ଲେଖାଯାଏ? ନା, ଲେଖିଲେ ବି ଉତୁରେ!
ଭିକାରି
ଦେ ବାବା, ଦଶ ଟଂକା ଦେ । ଭଗବାନ ତୋ ମନକୁ ପଜିଟିଭ୍ ଆଉ
ତୋ ଦେହକୁ ନେଗେଟିଭ୍ ରଖିବ ।
***