Original Bengali: Sirshendu Mukhopadhay Odia translation: Mrunal Published in Odia daily Sakal, 31.10.21 |
Sunday, 31 October 2021
Bengali Story translated into Odia | 31.10.21
Window Seat | Weekly 'slice of life' column | 31.10.21
Window
Seat | Mrinal Chatterjee | 31.10.21
Intellectualism and Entertainment
Recently
I took part in a discussion on ‘intellectualism and entertainment’ at Konark
Lit-fest held at Konark, Odisha. The context was the premise that “presently what
is being peddled as entertainment on cinema, television and public performances
is mostly mindless and senseless stuff. Either it is designed for dumb people
or made with a deliberate attempt to make people dumb. People with intellect
gain nothing out of it. Therefore people with intellect are increasingly not
engaging with ‘popular’ entertainment and as a result the entertainment is
becoming increasingly dumber.”
I
agree to this. I may even add another point. By making our entertainment
mostly dumb and mind-less the content creators of the entertainment industry
are doing a dis-service to the society. The anti-intellectual bias is only too
evident in our popular entertainment. Isaac Asimov had once said,
“Anti-intellectualism has been a constant thread winding its way through our
political and cultural life, nurtured by the false notion that democracy means
that ‘my ignorance is just as good as your knowledge.’ Under the barrage of
mindless and intellectually de-stimulating stuff that goes in the name of
entertainment- our sensibility is deliberately blunted. As a result the quality
of discourse in the public sphere is gradually going down and that is a matter
of concern for any society.
Lala Lajpat Rai and PNB
Not
many people know that Lala Lajpat Rai, well known as a freedom fighter,
educationist and publisher of Vande mataram, the Urdu daily he published from
Lahore in 1920 also played an important role in setting up Punjab National Bank
(PNB) along with other public spirited persons with vision.
Lalaji,
probably because he was from a bania family and therefore knew instinctively or probably because of his
education and vision was keenly concerned with the fact that though Indian
capital was being used to run English Banks and companies, the profits went
entirely to the British, while Indians had to contend themselves with a small
interest on their capital. He echoed this sentiment in one of his writing while
concurring with Rai Mul Raj of Arya Samaj who had long cherished the idea that
Indians should have a National Bank of their own. At the instance of Rai Mul
Raj, Lala Lajpat Rai sent a circular to some of his friends to establish an
Indian joint stock Bank as the first step in constructive Swadeshi. He realized
the importance of having our own financial institution like our own educational
institutions.
PNB
opened for business on 12 April, 1895. The first Board of 7 Directors including
Sardar Dayal Singh Majithia, who was also the founder of Dayal Singh College
and the Tribune; Lala Lalchand one of the founders of DAV College and President
of its Management Society; Kali Prosanna Roy, eminent Bengali pleader who was
also the Chairman of the Reception committee of the Indian National Congress at
its Lahore session in 1900; Lala Harkishan Lal who became widely known as the
first industrialist of Punjab; EC Jessawala, a well-known Parsi merchant and
partner of Jamshedji & Co. of Lahore; Lala Prabhu Dayal, a leading merchant
and philanthropist of Multan; Bakshi Jaishi Ram, an eminent Civil Lawyer of
Lahore; and Lala Dholan Dass, a great banker, merchant of Amritsar. Thus a
Bengali, Parsi, a Sikh and a few Hindus joined hands in a national and
cosmopolitan spirit to found this Bank. Dayal Singh Majithia was the first
Chairman, Lala Harkishan Lal, the first secretary to the Board and Shri Bulaki
Ram Shastri Barrister at Lahore, was appointed Manager.
It
was one of the few banks which was established before independence under Indian
ownership with the idea of containing the capital within India.
Guru-gyan
You can ignore reality,
but you cannot ignore the consequences of ignoring the reality.
Tailpiece
Wife: Kya kar rhe ho?
Man: Makkhiya mar rha hu
W: Kitni mari?
M: 3 male aur 2female
W: Keise malum?
M: Kyun ki 3daru Ki botal Se chipki thi or
2phone Se
(Courtesy: Social Media)
++
Journalist turned
media academician Mrinal Chatterjee lives in Dhenkanal, Odisha. He also writes
fiction and plays.
mrinalchatterjeeiimc@gmail.com
Wednesday, 27 October 2021
Book Review | Quest for Health
ବହିକଥା । ଡ. ମୃଣାଳ ଚାଟାର୍ଜୀ
ଉତ୍ତମ ସ୍ୱାସ୍ଥ୍ୟ ସନ୍ଧାନରେ
ବହି:
କ୍ୱେଷ୍ଟ୍ ଫର୍ ଗୁଡ୍ ହେଲ୍ଥ
ଲେଖକ:
ବିମଳ ଚନ୍ଦ୍ର ମହାପାତ୍ର
ପ୍ରକାଶକ: ପବ୍ଲିକେଶନ ଡିଭିଜନ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଭାରତ ସରକାର
ମୂଲ୍ୟ:
୩୨୦ ଟଙ୍କା
କଥାରେ ଅଛି: ସ୍ୱାସ୍ଥ୍ୟହିଁ ସମ୍ପଦ । ସମସ୍ତେ ଚାହାନ୍ତି ଭଲ ସ୍ୱାସ୍ଥ୍ୟ । କିନ୍ତୁ ଭଲ ସ୍ୱାସ୍ଥ୍ୟ କହିଲେ ଯେ ଠିକ୍ କ’ଣ ବୁଝାଯାଏ- ଡାକ୍ତରୀ ବିଦ୍ୟା ପରିପ୍ରେକ୍ଷୀରେ ସେକଥା ଅନେକଙ୍କୁ ହୁଏତ ଜଣାନାହିଁ । ଭଲ ସ୍ୱାସ୍ଥ୍ୟ ପାଇଁ କ’ଣ କ’ଣ କରିବା ପାଇଁ ପଡ଼ିବ ବା କରିବା ଉଚିତ ନୁହେଁ? ମା’ ଗର୍ଭରେ ବଢ଼ୁଛି ପିଲା, ତା’ର ଭଲ ସ୍ୱାସ୍ଥ୍ୟ ପାଇଁ କ’ଣ କରିବାକୁ ପଡ଼ିବ, ବଡ଼ ହେଲା ପରେ କ’ଣ କରିବା ପାଇଁ ପଡ଼ିବ, ଶରୀର ସହିତ ମନର କ’ଣ ସମ୍ପର୍କ ରହିଛି, ଦେହକୁ ଭଲ ରଖିବା ପାଇଁ ଗଲେ ମନକୁ କେମିତି ଭଲ ରଖିବା ପାଇଁ ପଡ଼ିବ, ମନ ଭଲ ରଖିବା ସହିତ ଆଧ୍ୟାତ୍ମିକତାର କଣ ସମ୍ପର୍କ ରହିଛି- ଏସବୁ ବିଷୟରେ ଅତ୍ୟନ୍ତ ସୁନ୍ଦର ବହିଟିଏ କ୍ୱେଷ୍ଟ୍ ଫର୍ ଗୁଡ୍ ହେଲ୍ଥ ।
ଏ ପୁସ୍ତକରେ ଗୋଟିଏ ବଡ଼ କଥା କୁହାଯାଇଛି ଯେ, ଶରୀର ସହିତ ମନର ଏକ ଗହନ ସମ୍ପର୍କ ରହିଛି । ଉତ୍ତମ ସ୍ୱାସ୍ଥ୍ୟ ସହିତ ସୁଚିନ୍ତା ଏବଂ ଆଧ୍ୟାତ୍ମିକତାର ବି ସମ୍ପର୍କ ରହିଛି ।
ଏ ପୁସ୍ତକର ଭାଷା ଅତ୍ୟନ୍ତ ସରଳ । ପ୍ରତ୍ୟେକ ଅଧ୍ୟାୟରେ ଆଲୋପାଥି ଚିକିତ୍ସା ଶାସ୍ତ୍ରର ବର୍ଣ୍ଣନା ସହିତ ଆୟୁର୍ବେଦ ଏବଂ ପ୍ରାଚୀନ ସଂସ୍କୃତ ଶ୍ଳୋକ ସାହାଯ୍ୟରେ ତାକୁ ସପ୍ଲିମେଣ୍ଟ କରାଯାଇଛି ।
ଏ ପୁସ୍ତକରେ ଏମିତି ଅନେକଗୁଡ଼ିଏ ପ୍ରଶ୍ନର ଉତ୍ତର ପାଠକ ପାଇପାରିବେ, ଯାହାର ଉତ୍ତର ସେମାନେ ସଚରାଚର ପାଆନ୍ତି ନାହିଁ ବା ସେଥିପାଇଁ ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବା ପାଇଁ ପଡ଼େ ଏବଂ ଡାକ୍ତରଙ୍କ ପାଖକୁ ଯିବାକୁ ସେମାନେ ସଙ୍କୋଚ ବୋଧ କରନ୍ତି । ଯେମିତି ବିବାହର ଆଦର୍ଶ ବୟସ କେତେ ହେବ, ମା’ ହେବା ପାଇଁ ଗଲେ ତା ପୂର୍ବରୁ ଆପଣଙ୍କୁ କ’ଣ କ’ଣ ପ୍ରସ୍ତୁତି ନେବାକୁ ପଡ଼ିବ, ଗର୍ଭରେ ପିଲା ଆସିଲେ ତା’ର କେମିତି ଯତ୍ନ ନେବାକୁ ପଡ଼ିବ, ପିଲା ଜନ୍ମବେଳେ କ’ଣ ଯତ୍ନ ନେବାକୁ ପଡ଼ିବ, ଜନ୍ମ ହେଲା ପରେ କ’ଣ ଯତ୍ନ ନେବାକୁ ପଡ଼ିବ । ପିଲାଙ୍କୁ କେମିତି ଲାଳନପାଳନ କରିବା ପାଇଁ ପଡ଼ିବ । ଏ ସବୁ ବିଷୟ ସମ୍ପର୍କରେ ଅତ୍ୟନ୍ତ ସରଳ ଏବଂ ପ୍ରାଞ୍ଜଳ ଭାବରେ ଏ ପୁସ୍ତକରେ ଲେଖାଯାଇଛି । ଡାକ୍ତର ମହାପାତ୍ରଙ୍କ ମତରେ ପିଲାଙ୍କୁ ଲାଳନପାଳନ କରିବା, ଗୋଟିଏ କାଦୁଅ ପେଣ୍ଡୁଳାରୁ ମୂର୍ତ୍ତି ବନେଇବା ଭଳି କାମ ନୁହଁ । ବରଂ ଗୋଟେ ଗଛକୁ ଲାଳନପାଳନ କରି ତାକୁ ବଢ଼େଇବା ଏବଂ ଯେତିକି ତା’ର ସମ୍ଭାବନା ସେପର୍ଯ୍ୟନ୍ତ ପହଞ୍ଚେଇବା ।
ଭାକ୍ସିନ୍ ବା ଟିକା ସମ୍ପର୍କରେ ଅନେକଙ୍କର ବିଭିନ୍ନ ଏବଂ ବିଚିତ୍ର ପ୍ରକାର ଧାରଣା ରହିଛି । ଏ ପୁସ୍ତକରେ ସେ ସମ୍ପର୍କରେ ମଧ୍ୟ
ବିଶଦ ଭାବରେ ଲେଖାଯାଇଛି । ଭାକ୍ସିନ୍ କାହିଁକି ଜରୁରୀ, କି କି ପ୍ରକାରର ଭାକ୍ସିନ ବା ଟିକା ଅଛି, ଟିକାଦାନ ପରେ କ’ଣ ହେଇପାରେ, ତା’ ପାଇଁ କ’ଣ କରିବା ପାଇଁ ପଡ଼ିବ, ଏସବୁ ସମ୍ପର୍କରେ ମଧ୍ୟ ଲେଖା ଯାଇଛି । ଟିକା ସମ୍ପର୍କରେ ଅନେକ ଭୁଲ ଧାରଣା ସମ୍ପର୍କରେ ମଧ୍ୟ ଏଥିରେ ସୂଚନା ଦିଆଯାଇଛି ।
ଏ ବହିରେ ଗୋଟେ ଅଧ୍ୟାୟ ଅଛି: ଭଲ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ । ଏ ଅଧ୍ୟାୟଟିରେ ଡାକ୍ତର ମହାପାତ୍ର କ’ଣ ଖାଦ୍ୟ ଗ୍ରହଣ କରିବା ଉଚିତ ଆଉ କେତେବେଳେ ଗ୍ରହଣ କରିବା ଉଚିତ, ସେକଥା ପ୍ରାଞ୍ଜଳ ଭାବରେ
ଲେଖିଛନ୍ତି । ନ୍ୟୁଟ୍ରିୟଣ୍ଟ୍ସ ବା ଖାଦ୍ୟରେ ପୁଷ୍ଟି କ’ଣ, କେଉଁ ଖାଦ୍ୟରୁ କେତେ ଖାଇବା କଥା, କେଉଁ ଖାଦ୍ୟରେ ଶରୀରରେ କ’ଣ ଲାଭ ହୁଏ, ନହେଲେ କ’ଣ କ୍ଷତି ହେବ, ଏସବୁ ମଧ୍ୟ ଏ ପୁସ୍ତକରେ ଲେଖାଯାଇଛି ।
୧୧ଟି ଅଧ୍ୟାୟରେ ବିଭକ୍ତ ଏ ପୁସ୍ତକରେ ଶେଷ ଦୁଇଟି ଅଧ୍ୟାୟ ଦୁଇଟି ବଡ଼ ଇଣ୍ଟରେଷ୍ଟିଂ । ଗୋଟେ ହେଉଛି- ବି ହାପି ଆଣ୍ଡ୍ ଲିଭ୍ ଲଙ୍ଗ୍, ଖୁସି ହୁଅନ୍ତୁ ଆଉ ଦୀର୍ଘଜୀବୀ ହୁଅନ୍ତୁ । ଆଉ ଶେଷଟି ହେଉଛି- ଦି ଷ୍ଟୋରୀ କଣ୍ଟିନିଉଜ୍ । ଖୁସି ହୁଅନ୍ତୁ ଏବଂ ଦୀର୍ଘଜୀବୀ ହୁଅନ୍ତୁ ଅଧ୍ୟାୟଟିରେ ଖୁସି ହେବା ପାଇଁ ପ୍ରଶାନ୍ତି ଓ ସନ୍ତୁଷ୍ଟିର ଗୁରୁତ୍ୱକୁ ରେଖାଙ୍କିତ କରାଯାଇଛି । ଡାକ୍ତର ମହାପାତ୍ରଙ୍କ ମତରେ ଜୀବନରେ
ପ୍ରଶାନ୍ତି ଏବଂ ସନ୍ତୁଷ୍ଟି ନ ରହିଲେ, ସ୍ୱାସ୍ଥ୍ୟ ଉପରେ ତା’ର ବିରୁପ ପ୍ରଭାବ ପଡ଼େ । ଏ କ୍ଷେତ୍ରରେ ଆଧ୍ୟାତ୍ମିକତାର ମଧ୍ୟ ଏକ ବଡ଼ ଭୂମିକା ରହିଛି । ଡାକ୍ତର ମହାପାତ୍ର ଆଧୁନିକ ଚିକିତ୍ସା ବିଦ୍ୟା ଏବଂ ଆୟୁର୍ବେ ଏବଂ ଅନ୍ୟାନ୍ୟ ପ୍ରାଚୀନ ଚିକିତ୍ସା ବିଦ୍ୟା ଏବଂ ପ୍ରାଚୀନ ଭାରତୀୟ ଗ୍ରନ୍ଥମାନଙ୍କରେ ଲେଖାହେଇଥିବା ଶ୍ଳୋକକୁ ଉଦ୍ଧାର କରି ଏ କଥାକୁ ରେଖାଙ୍କିତ କରିଛନ୍ତି ।
ଉତ୍ତମ ସ୍ୱାସ୍ଥ୍ୟରକ୍ଷା ପାଇଁ ଏ ବହିଟି ଏକ ମ୍ୟାନୁଆଲ୍ ବା ନିର୍ଦ୍ଦେଶିକା ଭାବରେ କାମ କରିବ ।
++